• Latest
  • Trending
  • All
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

September 24, 2023

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
  • About
  • Advertise
  • Privacy & Policy
  • Contact
Monday, October 20, 2025
  • Login
ONN
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର
No Result
View All Result
ONN
No Result
View All Result
Home ଜିଲ୍ଲା

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

by ONN
July 30, 2024
in ଜିଲ୍ଲା
0
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
497
SHARES
1.4k
VIEWS
Share on FacebookShare on TwitterShare on WhatsappShare it on Instagram

ଜୁନାଗଡ଼: କଳାହାଣ୍ଡି ଜ଼ିଲ୍ଲା ର ସର୍ବପୁରାତନ ହାଇସ୍କୁଲ ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭା ରେ ଜୁନାଗଡ଼ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନ. ଏ. ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସହ ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଜୁନାଗଡ଼ ଵି. ଇ. ଓ ତପନ ମାଝୀ,ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ କୁମାର ସିଂହ ଦେଓ, ସମ୍ପାଦକ କୁବଳେଶ୍ୱର ପାଣିଗ୍ରାହୀ ଡ଼. ଯୁଗଳ କିଶୋର ଷଡ଼ଙ୍ଗୀ(ଗବେଷକ, ଶିଶୁ ସାହିତ୍ୟ ଓ ସଂସ୍କୃତି ),ବିରୁପାକ୍ଷ ନାଏକ (ସ୍କୁଲ ପରିଚାଳନା କମିଟି ସଭାପତି ), ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼,ପୁରାତନ ଛାତ୍ର ଲଳିତ ଅଗ୍ରୱାଲ,ଜାନକୀ ବଲ୍ଳଭ ଦାଶ (ପୁରାତନ ଛାତ୍ର ଆମେରିକା ରେ ଅବସ୍ଥାପିତ ) ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ିବା ସହ ସୁନାଗରିକ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ l

ଏହି ଅବସରରେ ଶିଶୁ ସାହିତ୍ୟ ରେ ଗବେଷଣା କରି ଜାତୀୟ ସ୍ତର ରେ ପୁରସ୍କୃତ ହୋଇଥିବା ଏହି ଅନୁଷ୍ଠାନ ର ପୁରାତନ ଶିକ୍ଷକ ଡ଼. ଯୁଗଳ କିଶୋର ଷଡ଼ଙ୍ଗୀ, ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନ ର ସଭାପତି ସନ୍ତୋଷ କୁମାର ସିଂହ ଦେଓ, ଶିକ୍ଷକ ମଳୟ କୁମାର ମୁଣ୍ଡ, ସୁଧୀର ବେହେରା, ପୁରୁଷୋତ୍ତମ ନାଏକ, ଲକ୍ଷ୍ମୀକାନ୍ତ ପଣ୍ଡା, ସୁଧାଂଶୁ ପଣ୍ଡା, ମହେନ୍ଦ୍ର ପଣ୍ଡା, ସୁରେଶ ଦାଶ ପ୍ରମୁଖ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ସୁଧୀର ବେହେରା ଓ ମଳୟ ମୁଣ୍ଡ ପରିଚାଳନା କରିଥିଲେ l ସଭା ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଞ୍ଜନା ଶୁକ୍ଲା, ଚୁମନ ଦାଶ ନାଏକ, ବିଭୁ ପ୍ରସାଦ ପଣ୍ଡା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଦ୍ୟାଳୟ ର ଏନ. ସି. ସି ଶିକ୍ଷକ ସଂଜୀବ ପଣ୍ଡା ଙ୍କ ଦ୍ୱାରା ଏନ. ସି. ସି କ୍ୟାଡେଟ ମୁତୟନ କରାଯାଇଥିଲା l

Share199Tweet124SendShare
ONN

ONN

  • Trending
  • Comments
  • Latest

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

0
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

0

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

0

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
ONN

Copyright © 2017 JNews.

Navigate Site

  • About
  • Advertise
  • Privacy & Policy
  • Contact

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର

Copyright © 2017 JNews.