• Latest
  • Trending
  • All
୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

September 24, 2023

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
  • About
  • Advertise
  • Privacy & Policy
  • Contact
Monday, October 20, 2025
  • Login
ONN
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର
No Result
View All Result
ONN
No Result
View All Result
Home ଜିଲ୍ଲା

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

by ONN
September 24, 2023
in ଜିଲ୍ଲା
0
୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ
494
SHARES
1.4k
VIEWS
Share on FacebookShare on TwitterShare on WhatsappShare it on Instagram

ଜୁନାଗଡ଼ : ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଜୁନାଗଡ଼ ବାସୀଙ୍କ ଧାରଣା ଆଜି ୧୫ ଦିନରେ ପହଞ୍ଚିଛି । ନୂଆଖାଇ ପାଇଁ ଧାରଣାକୁ ସ୍ଥଗିତ ରଖାଯିବା ପରେ ଆଜି ପୁଣିଥରେ ଗଣଧାରଣା ଆରମ୍ଭ ହୋଇଛି । ଜୁନାଗଡ଼ ହେଉଛି ପୁରୁଣା ରାଜଧାନୀ । ସେହି ଅନୁସାରେ ପଞ୍ଚମି ତିଥିରେ ନୁଆଁଖାଇ ପାଇଁ ଜୁନାଗଡ଼ ସ୍ଥିତ ଦଧିବାମନ ମନ୍ଦିରରେ ଲଗ୍ନ ନିର୍ଧାରଣ କରାଯାଇଥାଏ । ଫଳରେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳକୁ ଛାଡି ଏହି ଲଗ୍ନ ଅନୁସାରେ ,ଧର୍ମଗଡ଼, ଜୁନାଗଡ଼, କୋକସରା, କଲମପୁର, ଗୋଲାମୁଣ୍ଡା ବ୍ଲକ ର ଲୋକେ ନୂଆଁଖାଇ ଥାନ୍ତି । ଏବେବି ସେହି ଅତୀତର ପରମ୍ପରାକୁ ବଜାଇ ରଖାଯାଇଛି । ତେଣୁ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଘୋଷଣା ନେଇ ପ୍ରଭୁ ଦଧିବାମନ ଓ ମାଁ ଲଙ୍କେଶ୍ୱରୀ ରାଜ୍ୟ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଦବୋଧନ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପ୍ରଭାତ କୁମାର ଦାଶ, ସନ୍ଦୀପ ସାହୁ, ସଞ୍ଜୟ ଅଗ୍ରୱାଲ, ସୁଜିତ ପଣ୍ଡା, କାଶୀନାଥ ଘି, ଅବିନାଶ ମୁଣ୍ଡ, ବିରଞ୍ଚି ପଣ୍ଡା, ଆଦିତ୍ୟ ମହାନ୍ତି, ଅଶୋକ କୁମାର ପାତ୍ର, ଦିପେନ କୁମାର ସାହୁ,ପ୍ରମୋଦ ବେହେରା, ତାରା ପ୍ରସାଦ ରାୟଗୁରୁ, ରାଜେନ୍ଦ୍ର ମେହେର, ଶୁଶୀଳ ପାଢ଼ୀ, ସୁରେଶ ପଣ୍ଡା, ପୁରନେନ୍ଦୁ ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ

Share198Tweet124SendShare
ONN

ONN

  • Trending
  • Comments
  • Latest

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

0
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

0

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

0

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
ONN

Copyright © 2017 JNews.

Navigate Site

  • About
  • Advertise
  • Privacy & Policy
  • Contact

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର

Copyright © 2017 JNews.