• Latest
  • Trending
  • All

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

September 24, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
  • About
  • Advertise
  • Privacy & Policy
  • Contact
Monday, October 20, 2025
  • Login
ONN
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର
No Result
View All Result
ONN
No Result
View All Result
Home ଜିଲ୍ଲା

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

by ONN
June 20, 2023
in ଜିଲ୍ଲା
0
501
SHARES
1.4k
VIEWS
Share on FacebookShare on TwitterShare on WhatsappShare it on Instagram

ଜୁନାଗଡ଼ 20/6 -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପୂର୍ତ୍ତ ବିଭାଗ ପକ୍ଷରୁ ହେଉଥିବା ମାଲପଡା(ଜୋର)ସେତୁ କାର୍ଯ୍ୟ ଏବେ ଦୀର୍ଘଦିନହେଲା ପଡି ରହିଥିବାରୁ ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାମ ଆରମ୍ଭ ହୋଇ ଦେଢ଼ ବର୍ଷ ରୁ ଦୁଇ ବର୍ଷ ବିତିଗଲାଣି ହେଲେ କାର୍ଯ୍ୟ ସମାପ୍ତ ହେବା ର ବାଟ ପାଉନି,ଏହି କାର୍ଯ୍ୟ କୁ ନେଇ ଅଞ୍ଚଳ ରେ ସବୁଠାରେ ଚର୍ଚ୍ଚା ବିଷୟ ହୋଇଛି,ଏହି ସେତୁ କାମ ମନ୍ଥର ଗତି ରେ ଚାଲିଛି,ଫଳରେ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପାଉଛି,ଟିକିଏ ବର୍ଷା ହେଲେ ଯିବା ଆସିବା ବନ୍ଦ ହୋଇ ଯାଉଛି,ଏହି କାର୍ଯ୍ୟ କୁ ପ୍ରଶାସନ ତଥା ନିର୍ମାଣ ବିଭାଗ କଣ ପାଇଁ ନୀରବ ରହୁଛି ତାହା ସମସ୍ତଙ୍କୁ ଚକିତ କରିଛି। ପୂର୍ତ୍ତ ବିଭାଗୀୟ ଅଧୀନରେ ପୋଲ ନିର୍ମାଣର କାର୍ଯ୍ୟାଦେଶ ପାଇଥିବା ଠିକାଦାର ଙ୍କ ଦେଖାନାହିଁ,ପୋଲ ର ସୁଚନା ଫଳକ ମଧ୍ଯ ନାହିଁ,କାର୍ଯ୍ୟ ଆରମ୍ଭ ହେଇକି ନିର୍ଦ୍ଧାରିତ ସମୟ ବିତିଯାଇଥିବା ଲୋକଙ୍କ ସୁଦ୍ଧା ପୋଲ କାର୍ଯ୍ଯ ସମ୍ପୂର୍ଣ୍ଣ ହେଉନାହିଁ,ତେବେ ଠୀକାସଂସ୍ଥା କାହିଁକି ନିର୍ମାଣରେ ମନ୍ଥରତା କରୁଛନ୍ତି ତାହାକୁ ନେଇ ଗ୍ରାମ ବାସି ଙ୍କ ମନରେ ସନ୍ଦେହ ହେଉଛି,ଠୀକାସଂସ୍ଥା ପ୍ରତି ଅନୁକମ୍ପା ଦେଖାଇ ନିରବ ରହୁଛନ୍ତି କି ପ୍ରଶାସନ ।

ଏହି ସେତୁ କରଚଳା ପି ଡବ୍ଲୁଡି ରୁ ଚାରବାହାଲ ରାସ୍ତାର ମଝିରେ ଏହି ସେତୁ ନିର୍ମାଣ ହଉ ଛି ,ଏହି ସେତୁ ନିର୍ମାଣ ହେଲେ ଖୁର୍ଷଲିଗୁଡ଼ା, ବେଲଗୁଡା,କରଚଲା,ଗୌଡଛେଣ୍ଡିୟା, ହାବସପୂର୍,କଛିମଡୋଳା,ଆମ୍ବଦୁଲା ପ୍ରଭୃତି ଗ୍ରାମବାସୀ ଜାତୀୟରଜପଥ ୨୬ ସହ ସିଧାସଳଖ ଯୋଗାଯୋଗ ପାଇ ଉପକୃତ ହେବେ।ଏହା ବ୍ୟତୀତ ପୋଲ ନିର୍ମାଣ ପରେ ଶିକ୍ଷା, ସ୍ବାସ୍ଥ୍ୟ,ବ୍ୟାଙ୍କ ଓ ବିଭିନ୍ନ କାମ ପାଇଁ ନିର୍ଭର କରୁଥିବା ଲୋକ ସୁବିଧା ପାଇବେ,ତେବେ ଠିକାସଂସ୍ଥା ର ଅବହେଳା କାରଣ ରୁ ପୋଲ ନିର୍ମାଣକାଯ୍ୟ ଆରମ୍ଭ ହେଇକି ପଡ଼ିଛି,ଏଣୁ ଯଥା ଶୀଘ୍ର ସୁଚନା ଫଳକ ବୋର୍ଡ ଲଗାଇ ପୋଲ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ସାଧାରଣ ରେ ଦାବି ହେଉଛି l

Share200Tweet125SendShare
ONN

ONN

  • Trending
  • Comments
  • Latest

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

0
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

0

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

0

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
ONN

Copyright © 2017 JNews.

Navigate Site

  • About
  • Advertise
  • Privacy & Policy
  • Contact

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର

Copyright © 2017 JNews.