• Latest
  • Trending
  • All

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

September 24, 2023

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
  • About
  • Advertise
  • Privacy & Policy
  • Contact
Monday, October 20, 2025
  • Login
ONN
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର
No Result
View All Result
ONN
No Result
View All Result
Home ଜିଲ୍ଲା

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

by ONN
July 30, 2024
in ଜିଲ୍ଲା
0
495
SHARES
1.4k
VIEWS
Share on FacebookShare on TwitterShare on WhatsappShare it on Instagram

ଜୁନାଗଡ଼, ତା 30/7 କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରର ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ବିଜୁ ପଟ୍ଟନାୟକ ନାମରେ ଏକ ବ୍ୟାଡମିଣ୍ଟନ ଇଣ୍ଡୋର ତିଆରି କରାଯାଇଛି । ଏହି ଇଣ୍ଡୋରରେ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବ୍ୟାଡମିଣ୍ଟନ ଖେଳି ଥାନ୍ତି । ବର୍ତ୍ତମାନ ଅତ୍ୟଧିକ ବିଜୁଳି ବିଲ ହୋଇଥିବା ବେଳେ ଏହି ଟଙ୍କା ପୈଠ ନ କରିବାରୁ ବିଜୁଳି ବିଭାଗ ବ୍ୟାଡମିଣ୍ଟନ ଇଣ୍ଡୋର ବିଜୁଳି କାଟି ଦେଇଛନ୍ତି । ବିଜୁଳି କଟିବା ପରେ  ଖେଳାଳୀ ମାନେ ଆଉ ଖେଳି ପାରୁନାହାନ୍ତି । ବ୍ୟାଡମିଣ୍ଟନ ଇଣ୍ଡୋର ସରକାରୀ ନା ବେସରକାରୀ ଏବେ ଖେଳାଳି ମାନେ ମଧ୍ୟ ସନ୍ଦେହରେ ଅଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ 2016ରେ ତତ କାଳୀନ ବିଧାୟକ ଙ୍କ ନିର୍ଦ୍ଦେଶରେ ଜୁନାଗଡ଼ ସହର ଠାରେ ଥିବା ରାଜୀବ ଗାନ୍ଧୀ ଖେଳ ପଡ଼ିଆକୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନାମରେ ନାମିତ କରି ବିଜୁ ପଟ୍ଟନାୟକ ନାମରେ ଏକ ବ୍ୟାଡମିଣ୍ଟନ ଇଣ୍ଡୋର ତିଆରି କରାଗଲା । ପରେ ବିନା କାଗଜ ପତ୍ର ରେ ବିଜୁଳି ସଂଯୋଗ କରାଗଲା ଓ 2022 ରେ ବିନା କାଗଜପତ୍ର ରେ ଏକ ମିଟର ମଧ୍ୟ ଶକ୍ତି ମନ୍ତ୍ରୀଙ୍କ ଆଶୀର୍ବାଦ ରେ ବସାଇ ଦିଆଯାଇ ବିଜୁଳି ସଂଯୋଗ କରିଦେଇଥିଲେ । ଆଜିକୁ ଦୁଇବର୍ଷ ହେବ କେହି ମଧ୍ୟ ଏ ଦିଗରେ ଧ୍ୟାନ ଦେଲେ ନାହିଁ । ଫଳରେ ଦିନକୁ ଦିନ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ଼ ଲାଇଟ ଓ ଇଣ୍ଡୋରରେ ଲାଗିଥିବା ଲାଇଟ ଯୋଗୁଁ ବିଜୁଳି ବିଲ 6ଲକ୍ଷ 42 ହଜାର  ରୁ ଉର୍ଦ୍ଧ୍ବ ଟଙ୍କାକୁ ବୃଦ୍ଧି ହୋଇଥିଲା । ଷ୍ଟାଡିୟମ ଓ ଇଣ୍ଡୋରର କେହି ବାପା ମାଁ କେହି ନ ଥିବା ବେଳେ ବର୍ତ୍ତମାନ ଅଧିକ ଟଙ୍କା ହୋଇଥିବା ଯୋଗୁଁ ବିଜୁଳି ବିଭାଗ ବିଜୁଳି କାଟି ଦେଇଛନ୍ତି । ଆଗରୁ ମଧ୍ୟ ଦେଖାଯାଏ ଯେତେବେଳେ ବିଜେଡି ଶାସକ ଦଳରେ ଥିଲା ସେହି ସମୟରେ ଶାସକ ଦଳର କାର୍ଯ୍ୟକ୍ରମ ପାଇଁ ଏଠି ଅନେକ ବିଦ୍ୟୁତ ଅପଚୟ କରାଯାଇଥିବା ଅଭିଯୋଗ ହେଉଛି  । ବିନା କାରଣରେ ଫ୍ଲଡ଼ ଲାଇଟ ଜଳାଇ ଦିଆଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି  l ବର୍ତମାନ କେମିତି ଏ ସମସ୍ୟା ର ସମାଧାନ ହୋଇ କେବେ ଖେଳାଳି ଏଠି ଖେଳିବେ ଦେଖିବାକୁ ବାକି ରହିଲା lଏ ସମ୍ପର୍କ ରେ ଜୁନାଗଡ଼ ଟାଉନ ଜେ. ଇ ଙ୍କୁ ପଚରାଯିବାରୁବିଜୁ ପଟ୍ଟନାୟକ ଷ୍ଟାଡିଅମ ରେ ସ୍ମାର୍ଟ ମିଟର ଲାଗିଛି ମିଟର ଲାଗିବା ଦିନ ଠାରୁ ବର୍ତମାନ ପର୍ଯ୍ୟନ୍ତ  ବିଦ୍ୟୁତ ବିଲ ପେମେଣ୍ଟ ହୋଇନଥିବା ଯୋଗୁଁ କର୍ପୋରେଟ ଅଫିସ ରୁ ଆଦେଶ ଆସିବାରୁ ଲାଇନ କଟାହୋଇଛି ବୋଲି ସେ ପ୍ରକାଶ କରିଛନ୍ତି

Share198Tweet124SendShare
ONN

ONN

  • Trending
  • Comments
  • Latest

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

June 20, 2023
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

June 20, 2023
ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା

0
ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

ଚିଙ୍ଗୁଡିସର ଗ୍ରା.ପର ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ

0

ମନ୍ଥର ଗତିରେ ଚାଳିଛି ମାଲପଡା ସେତୁ ନିର୍ମାଣ କାର୍ଯ୍ୟ।

0

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସରକାରୀ ନା ବେସରକାରୀ, ସନ୍ଦେହରେ ଖେଳାଳି ବିଲ ପୈଠ ନ କରିବାରୁ ବିଜୁଳି କାଟିଲା ବିଭାଗ

July 30, 2024
ଜୁନାଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

July 30, 2024
ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ, ଜଳଯୋଗାଣକୁ ନେଇ ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ଚାଷୀ

February 10, 2024
ONN

Copyright © 2017 JNews.

Navigate Site

  • About
  • Advertise
  • Privacy & Policy
  • Contact

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ରାଜନୀତି
  • ଖେଳ
  • ଦେଶ ବିଦେଶ
  • ବାଣିଜ୍ୟ
  • ମନୋରଞ୍ଜନ
  • ମହାନଗର

Copyright © 2017 JNews.